ରାଜ୍ୟଗୋଷ୍ଠି କ୍ରୀଡ଼ାରୁ ବାଦ୍ ପଡ଼ିଲା କୁସ୍ତି
ରାଜ୍ୟଗୋଷ୍ଠି କ୍ରୀଡ଼ାରୁ ବାଦ୍ ପଡ଼ିଲା କୁସ୍ତି। ୨୦୨୬ରେ ଭିକ୍ଟୋରିଆରେ ହେବାକୁ ଥିବା କ୍ରୀଡ଼ାର ଏହି ମହାକୁମ୍ଭରୁ କୁସ୍ତିକୁ ବାଦ୍ ଦିଆଯାଇଛି। ସିଜିଏଫ୍ ଦ୍ୱାରା ଜାରି ହୋଇଥିବା ତାଲିକାରେ କୁସ୍ତିକୁ ସ୍ଥାନ ମିଳିନାହିଁ। ତାଲିକାରେ ୨୦ଟି କ୍ରୀଡ଼ାର ୨୬ଟି ବର୍ଗ ରହିଥିବା ବେଳେ କୁସ୍ତି ବାଦ୍…