ମଦର ହ୍ୟାଙ୍ଗଓଭର କମିବା ପାଇଁ ଚାଁହୁଥିଲେ, ଏହି ଘରୋଇ ନୁସ୍କା ବ୍ୟବହାର କରନ୍ତୁ
ବର୍ତ୍ତମାନ ବିବାହ ସିଜିନ ଚାଲିଛି। ପ୍ରତ୍ୟେକ ମାସରେ କୌଣସି ନା କୌଣସି ପାର୍ଟିରେ ଯୋଗ ଦେବାକୁ ପଡ଼ିଥାଏ। ସେହିଭଳି ଭାବେ ପାର୍ଟିରେ ମଦ୍ୟପାନ ହାର ମଧ୍ୟ ବଢ଼ିବାରେ ଲାଗିଛି। କିଛି ଲୋକ ଏତେ ମଦ୍ୟପାନ କରିଥାନ୍ତି ଯେ ହ୍ୟାଙ୍ଗଓଭର ଶୀଘ୍ର ଯାଇ ନଥାଏ। ଯାହା ଦ୍ୱାରା ମଦ୍ୟପାନ କରିଥିବା…