କାହିଁକି କୁହାଯାଏ ପ୍ରତିଦିନ କିଛି ସମୟ ହସିବା ଜରୁରୀ, ପ୍ରତିଦିନ କିଛି ସମୟ ହସିଲେ ମିଳେ ଏଭଳି ଫାଇଦା
ହାସ୍ୟ ବଦନ ବ୍ୟକ୍ତିଙ୍କୁ ସମସ୍ତେ ପସନ୍ଦ କରନ୍ତି l ମୁଖ ମଣ୍ଡଳ ରେ ହସ ରହିବା ନିହାତି ଜରୁରୀ l ଏହାଦ୍ୱାରା ମସ୍ତିଷ୍କ ଶାନ୍ତ ହୋଇଥାଏ l ଚିନ୍ତା ଓ ଅବସାଦ କମ ହୋଇଥାଏ l ଯେତେବେଳେ ଆପଣ ନିରାଶା ଅନୁଭବ କରୁଛନ୍ତି, ସେହି ସମୟରେ ସାମାନ୍ୟ ହସ ମଧ୍ୟ ଆପଣଙ୍କ ମଧ୍ୟରେ ସକାରାତ୍ମକ ବିଚାର ସଂଚାର…