“ଯେବେ ପାକିସ୍ତାନର 93000 ସୈନିକ ଭାରତ ନିକଟରେ ଆତ୍ମସମର୍ପଣ କରିଥିଲେ”
ଡିସେମ୍ବର 16 ଭାରତ ଇତିହାସ ପାଇଁ ଏକ ଐତିହାସିକ ଦିନ । 1971 ମସିହା 16 ଡିସେମ୍ବର ଦିନ ପାକିସ୍ତାନ ଭାରତ ନିକଟରେ 93000 ସୈନକଙ୍କ ସହ ଆତ୍ମସପର୍ମଣ କରିଥିଲା । 1971 ଯୁଦ୍ଧରେ କେବଳ ଭାରତ ଯୁଦ୍ଧ ଜିତିନଥିଲା ବରଂ ଆଉ ଏକ ଦେଶର ଜନ୍ମ ହୋଇଥିଲା । ସେ ଦେଶ ହେଉଛି ବାଂଲାଦେଶ । ପାକିସ୍ତାନର…