ରାଜ୍ୟ ସରକାରଙ୍କ ଅନଲକ୍ ୪.୦: ହଟିଲା ରାତ୍ରକାଳୀନ କର୍ଫ୍ୟୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ ସରକାର ଅନଲକ୍ ୪.୦ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ହେଲେ କଣ୍ଟେନମେଣ୍ଟ ଜୋନ ବାହାରେ ଲକଡାଉନ ଲାଗୁ ହେବନାହିଁ। ସେହିପରି ରାଜ୍ୟର କେତେକ ଜିଲ୍ଲା ଓ…