Browsing Tag

Two sister dead

ବାପା , ମା ବାଧ୍ୟ କରିବାରୁ ୨ ଝିଅ ପିଇଲେ ବିଷ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସେପ୍ଟେମ୍ବର ୨୮ ତାରିଖରେ କୂଅ କୁ ଡେଇଁ ଦୁଇ ଭଉଣୀ ଆତ୍ମହତ୍ୟା କରିଥିବା ଘଟଣାର ପର୍ଦାଫାଶ କରିଛି ପୋଲିସ । ପୋଲିସ ର କହିବା ମୁତାବକ ସେମାନେ କୂଅକୁ ଡେଇଁ ଆତ୍ମହତ୍ୟା କରିନଥିଲେ । ପ୍ରଥମେ ସେମାନେ ବିଷ ପିଇଥିଲେ । ପରେ ତାଙ୍କୁ ନେଇ କୂଅରେ ଫିଙ୍ଗାଯାଇଥିଲା ।…