ହାଇସ୍କୁଲ ପିଲାଙ୍କୁ ଗଣିତ ପଢାଇଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍କୁଲ ପିଲାଙ୍କୁ ଜିଲ୍ଲାପଳ ପାଠ ପଢାଇବା ଅନେକ ଥରେ ଦେଖୁଛୁ ହେଲେ ମନ୍ତ୍ରୀ ମାନେ ପିଲାଙ୍କୁ ପାଠପଢାଇବେ ବହୁତ କମ ଦେଖିବାକୁ ମିଳେ । ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ ଗତକାଲି ଅଚାନକ କନ୍ଧମାଳ…