ଦହି ଓ ହଳଦୀର କରନ୍ତୁ ବ୍ୟବହାର, ମିଳିବ ଅଦ୍ଭୁତ ଲାଭ
ଆମେ ସମସ୍ତେ ଜାଣିଚୁ ଯେ ହଳଦୀ ଓ ଦହି ତ୍ଵଚ଼ା ପାଇଁ ଖୁବ୍ ହିତକର । ହଳଦୀ ରେ ଆଣ୍ଟି ଅକ୍ସିଡେଣ୍ଟ , ଆଣ୍ଟି ଇନ୍ଫ୍ଲାମେଟରୀ , ଆଣ୍ଟି ଭାଇରାଳ ଓ ଆଣ୍ଟି ଏଜିଂ ଗୁଣ ଭରି ହୋଇ ରହିଛି । ଦହି ରେ ଯିଙ୍କ, କ୍ୟାଲସିୟମ, ଭିଟାମିନ ଓ ଲାକ୍ଟିକ ଏସିଡ ଭରି ହୋଇ ରହିଛି । ଏହି ୨ଟି ଜିନିଷ ତ୍ୱଚା ରେ…