ଏହି ସପ୍ତାହର ରାଶିଫଳ ( ୦୮ ଅକ୍ଟୋବର ୨୦୨୬ ଠାରୁ ୧୪ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ)
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ସପ୍ତାହରେ ଶାରଦୀୟ ନବରାତ୍ର ଆରମ୍ଭ ।
୧. ମେଷ ରାଶି -:ଏହି ସପ୍ତାହରେ ଆପଣଙ୍କ କଥା ଓ ବ୍ୟବହାରକୁ ଲୋକେ ବେଶ୍ ପ୍ରଶଂସା କରିବେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କର ପରିଶ୍ରମ ଦେଖି ଆପଣ ଖୁସି ହେବେ। ସଙ୍ଗୀତ ଓ କଳା ପ୍ରତି ଆଗ୍ରହ ବଢ଼ିବ। ଶୁକ୍ରବାର ଓ…