Browsing Tag

the younger brother was beaten to death by the elder brother

ରାଜଧାନୀରେ ସାନ ଭାଇକୁ ପିଟିପିଟି ହତ୍ୟା କଲା ବଡ଼ ଭାଇ

ସାନ ଭାଇକୁ ପିଟିପିଟି ହତ୍ୟା କଲା ବଡ଼ ଭାଇ । ଲୁହା ପାଇପ୍‌ରେ ପିଟିପିଟି ନିଜ ସାନ ଭାଇକୁ ହତ୍ୟା କରିଛି ବଡ଼ ଭାଇ। ମୃତକ ହେଲେ ରାଜମୋହନ ସେନାପତି। ଘର ନୟାଗଡ଼ ଜିଲ୍ଲା କଳାପଥରରେ। କମ୍ପିଟେଟିଭ୍‌ ପାଇଁ ଭୁବନେଶ୍ୱର ବରମୁଣ୍ଡାରେ ରହୁଥିଲେ। ୩୦୨ ଧାରାରେ ହତ୍ୟା ମାମଲା ରୁଜୁ କରି ବଡଭାଇ…