ଶ୍ରୀମନ୍ଦିରରେ ଅଘଟଣ, ଭିତରକାଠ ନିକଟରେ ବାନ୍ତି କାରଣରୁ ମହାପ୍ରଭୁଙ୍କ ହେଲା ବଡ ମହାସ୍ନାନ
ଶ୍ରୀମନ୍ଦିରରେ ଘଟିଛି ଅଘଟଣ । ଭିତରକାଠ ନିକଟରେ ଜଣେ ଛୋଟ ପିଲା ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ହୋଇଛି ବଡ ମହାସ୍ନାନ । ତେବେ ଏହି ସ୍ୱତନ୍ତ୍ର ମହାସ୍ନାନ ପୂଜା ପାଇଁ ନୀତିକାନ୍ତିରେ ବିଳମ୍ବ ହୋଇଛି । ଗୁରୁବାର ଭୋର୫ଟା ୩୫ରେ ଦ୍ୱାରଫିଟା ଯାଇ ନୀତିକାନ୍ତି ଚାଲିଥିଲା । ପୂର୍ବାହ୍ନ ୧୧ଟା…