Browsing Tag

The fifth volume of Saphalamala is dedicated to the memory of the late Padma Shri Ashok Kumar Mahapatra

ଦିବଙ୍ଗତ ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋଫଲମାଳା ୫ମ ଖଣ୍ଡ ଉତ୍ସର୍ଗୀକୃତ

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋଆ ବିଶ୍ୱବିଦ୍ୟାଳୟର ପାକ୍ଷିକ ବକ୍ତୃତା କାର୍ଯ୍ୟକ୍ରମ ‘ସୋଫଲ’ର ସଂକଳନ ‘ସୋଫଲମାଳା’ର ୫ମ ଖଣ୍ଡକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶୁକ୍ରବାର ଉନ୍ମୋଚନ କରିବା ଅବସରରେ ଏହାକୁ ଦିବଙ୍ଗତ…