୧୫ତମ ମା’ ଜଗଦ୍ଧାତ୍ରୀ ପୂଜା ମହୋତ୍ସବ ଉଦ୍ଯାପିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ନିକଟସ୍ଥ ଯଶୋବନ୍ତପୁର, ଝିଙ୍କରଡ଼ିହ ଗ୍ରାମସ୍ଥିତ ମା’ ଖଣ୍ଡୁଆଳିଙ୍କ ପୀଠରେ ୧୫ତମ ମା’ ଜଗଦ୍ଧାତ୍ରୀ ପୂଜା ମହୋତ୍ସବ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି। ପବିତ୍ର କାର୍ତ୍ତିକ ମାସର ଶୁକ୍ଳପକ୍ଷ ମହାସପ୍ତମୀ ତିଥି ଅବସରରେ ଚଳିତ…