ମୋବାଇଲ ଫୋନ ପରଦାରୁ ଚିହ୍ନଟ ହୋଇପାରିବ COVID-19
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗବେଷକମାନଙ୍କର ଏକ ଟିମ୍ ମୋବାଇଲ୍ ଫୋନର ପରଦାରୁ ନିଆଯାଇଥିବା ନମୁନାକୁ ବ୍ୟବହାର କରି COVID-19 ପାଇଁ ଏକ ସଠିକ, ଅଣ-ଆକ୍ରମଣକାରୀ ଏବଂ କମ୍ ମୂଲ୍ୟର ପଦ୍ଧତି ପ୍ରସ୍ତୁତ କରିଛି ।
ୟୁନିଭରସିଟି କଲେଜ ଲଣ୍ଡନ ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ଏହି ଟିମ୍ ଲୋକମାନଙ୍କ…