ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ଉଦେଶ୍ୟରେ ସ୍ମୃତିସଭା
ଭୁବନେଶ୍ୱର:ଗତକାଲି ନିଉଜ 7ରେ କାର୍ଯ୍ୟରତ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ହୃଦଘାତ ରେ ଦେହାନ୍ତ ହୋଇଛି।ଯାହାକି ରାଜ୍ୟ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳାଇ ଦେଇଛି।ଜଣେ ମୃଦଭାଷୀ ମେଳାପୀ ଓ ଦକ୍ଷ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଭାବେ ପରିଚିତ ଥିବା ସୁବୋଧ ଙ୍କ ସ୍ମୃତି ଉଦେଶ୍ୟରେ…