Browsing Tag

State

ଖୁବଶୀଘ୍ର ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌ : ସୂର୍ଯ୍ୟନାରାୟଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାର୍ଲାମେଣ୍ଟ ଢାଞ୍ଚାରେ ହେବ ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଶ୍ରୀ ପାତ୍ର କହିଛନ୍ତି ଯେ, ବିଧାନସଭା ସମାଚାର ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ୍‌ ଆରମ୍ଭ ହୋଇଛି । ବିଜୁ ପଟ୍ଟନାୟକଙ୍କ ଜନ୍ମ…

ବିଜେପିରୁ କଟକର ମେୟର ପ୍ରାର୍ଥୀ ହେଲେ ଶ୍ରୀତମ ଦାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିଏମସି ପାଇଁ ଅଭିନେତା ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି ବିଜେପି । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ବିଜେପି ପୂର୍ବରୁ କଟକ ମେୟର ପଦବୀ ପାଇଁ କଂଗ୍ରେସ ଗିରିବାଳା ବେହେରାଙ୍କ ନାମ ଘୋଷଣା…

ସିନ୍ ସୁଟ ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଲବମରେ ହିରୋଇନ କରେଇ ଦେବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ । ଅଭିଯୁକ୍ତର ଭଡ଼ା ଘରେ ସାଇଣ୍ଟିଫିକ ଟିମ ଓ ଭରତପୁର ପୋଲିସର ତନାଘନା କରି ଗାମୁଛା, ତକିଆ ସହିତ ପୋଲିସ ଡ୍ରେସ ଓ ସଦିଗ୍ଧ ସାମଗ୍ରୀ ଜବତ କରିଛି । ସୂଚନା ଥାଉକି, 3 ତାରିଖ ବିଳମ୍ବିତ ରାତିରେ ସୁରଜ…

ବିଜେଡି ମେୟର ପ୍ରାର୍ଥୀ ହେଲେ ସୁଲୋଚନା ଦାସ

ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ପକ୍ଷରୁ ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି । ସେହିପରି ଭାବରେ କଟକ ମହାନଗର ନିଗମ ପାଇଁ ସୁବାସ ସିଂଙ୍କ ନାମ ଘୋଷଣା ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜୁ ଜନତା…

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ବିଜୁବାବୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ସହ…

ୟୁକ୍ରେନ୍‌ରୁ ବଲାଙ୍ଗୀର ଫେରିଲେ ଆଲୋକ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ୟୁକ୍ରେନ୍‌ରୁ ବଲାଙ୍ଗୀର ଫେରିଲେ ଡାକ୍ତରୀ ଛାତ୍ର । ବଲାଙ୍ଗୀ ଜିଲ୍ଲା ଲୋଇସିଂହା ବ୍ଲକର ଆଲୋକ ବଘାର ନିଜ ଘରକୁ ଫେରିଛନ୍ତି । ପୁଅର ଫେରିବା ପରେ ବେଶ୍‌ ଖୁସି ହୋଇଛନ୍ତି ଛାତ୍ରଙ୍କ ପରିବାର । ଲୋଇସିଂହା ବ୍ଲକ ନର୍ମଲ ବଘାରଙ୍କ ବଡ଼ ପୁଅ ଆଲୋକ ବଘାର । ପରିବାରର…

ସାନଭାଇର ତଣ୍ଟି ଚିପି ମାରିଦେଲା ବଡଭାଇ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ନିଶାଶକ୍ତ ଦୁଇ ଭାଇଙ୍କ ମାଡ଼ପିଟରୁ ସାନ ଭାଇର ମୃତ୍ୟୁ ହୋଇଛି । ବଲାଙ୍ଗୀର ଜିଲ୍ଲା ରବିଦାସ ନଗରରେ ଘଟିଛି ଏହି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାମାନ୍ୟ ଘଟଣାକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ନିଶାସକ୍ତ…

ମଞ୍ଚେଶ୍ୱରର ଯୁବକଙ୍କୁ ଇଟାରେ ଛେଚି ମାରିଲେ ଦୁବୃତ୍ତ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ଇଟାରେ ଛେଚି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ମଞ୍ଚେଶ୍ୱର ଥାନା ମୁଣ୍ତାସାହି ପାଣି ଟାଙ୍କି ନିକଟରେ ଘଟିଛି । ସୂଚନା ଥାଉକି, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରୁଛି ପୋଲିସ ।…

୭ ପରେ ବଢିବ ତାତି

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ୭ରୁ ୧୨ ତାରିଖ ମଧ୍ୟରେ ଗରମ ବୃଦ୍ଧି ପାଇବ । ଉପକୂଳ ଜିଲ୍ଲାରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ୨ ଡିଗ୍ରୀ ସେଲସିୟସ୍‌ ବଢ଼ିବ । ୭ରୁ ୧୨ ମଧ୍ୟରେ ପ୍ରାୟ ୩ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ବଢ଼ିପାରେ । ଅନୁଗୁଳ ସମେତ କେନ୍ଦ୍ରୀୟ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ୭ରୁ…

ପୁଣି ୫ ଦିନିଆ ରିମାଣ୍ଡରେ ଗଲା ରମେଶ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପୁଣି ୫ ଦିନିଆ ରିମାଣ୍ଡରେ ନେବାକୁ ଠକ ରମେଶକୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି। ପତ୍ନୀ ବୋଲି ଦାବି କରୁଥିବା ଗୌହାଟୀର ମହିଳାଙ୍କ ଅଭିଯୋଗ କ୍ରମେ ରମେଶ ତାଙ୍କୁ ୨୧ ଲକ୍ଷ ଟଙ୍କା ଠକିଥିଲେ। ରାମେଶର ଅପରାଧ ତାଲିକା ବଢ଼ିବାରେ ଲାଗିଥିବାରୁ…