Browsing Tag

State

ଶାସକ ବିଜେଡି ପାଇଁ ସମିତି ସଭ୍ୟ ଯୋଗାଡ ନକରୁ ପୋଲିସ : ଡ.ଲେଖାଶ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରିଛି ତ୍ରିସ୍ତରୀୟ ପଚାଂୟତ ନିର୍ବାଚନ । ବର୍ତମାନ ବିଜେଡି କର୍ମୀଙ୍କ ଜନ ସମର୍ଥନର ବାହାସ୍ଫୋଟ ମାରିବା ସହିତ ପ୍ରକୃତ ଗୁଣ୍ଡାଗିରିର ଚିତ୍ର ସାମ୍ନାକୁ ଆସିଛି । ବିଜେଡିର ଗୁଣ୍ଡା ଓ ନେତାମାନଙ୍କ ଦ୍ୱାରା ବିଜେପି ସମର୍ôଥତ ବିଜୟୀ ସମିତି ସଭ୍ୟ ସଦସ୍ୟମାନଙ୍କ…

ୟୁକ୍ରେନରୁ ଫେରିଲେ ଆଉ ୪୮ ଓଡ଼ିଆ ଛାତ୍ରଛାତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନରୁ ଫେରିଲେ ଆଉ ୪୮ ଓଡ଼ିଆ ମେଡିକାଲ ଛାତ୍ରଛାତ୍ରୀ । ମଙ୍ଗଳବାର ରାତିରେ ସମସ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ସହାୟତାରେ ଫେରିବା ପରେ ସେଠାକାର ଭୟଙ୍କର ଅନୁଭୂତ ବଖାଣିଥିଲେ ଛାତ୍ରଛାତ୍ରୀ । ଯୁଦ୍ଧ…

ମ୍ୟାଲେରିଆ ପ୍ଲାନିଂ ଆଣ୍ଡ ପ୍ରେଡିକ୍ସନ ଟୂଲ କୀଟର ଶୁଭାରମ୍ଭ

ଭୁବନେଶ୍ୱର : ମ୍ୟାଲେରିଆ ନୋ ମୋର ଇଣ୍ଡିଆ ପକ୍ଷରୁ ଆଜି ମ୍ୟାଲେରିଆ ପୂର୍ବାନୁମାନ ଏବଂ ପ୍ଲାନିଂ ସିଷ୍ଟମ୍ ‘ଫୋର୍ କାଷ୍ଟିଂ ହେଲ୍‌ଦି ଫ୍ୟୁଚର’ (ଏଫ୍‌ଏଚ୍‌ଏଫ୍‌) ପ୍ରୟାସ-୨୦୨୦ ଅନ୍ତର୍ଗତ ଆବୁ ଧାବିର କ୍ରାଉନ୍ ପ୍ରିନ୍ସ୍ କୋର୍ଟ ଦ୍ୱାରା ଆୟୋଜିତ ହୋଇଥିବା କନସୋର୍ଟିୟମ୍ ‘ ରିଚିଂ ଦ ଲାଷ୍ଟ…

ସଶକ୍ତ ପାଇଁ ମହିଳା ନିଜେ ସଚେତନ ହୁଅନ୍ତୁ

ଭୁବନେଶ୍ୱର, ୮।୩: କିଟ ଓ କିସ୍‍ ପକ୍ଷରୁ  ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷର ବିଷୟବସ୍ତୁ ସ୍ଥାୟୀ ଭବିଷ୍ୟତ ପାଇଁ ଆଜିର ଲିଙ୍ଗଗତ ସମାନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ,…

ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋଆରେ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ

ଭୁବନେଶ୍ୱର, ୮/୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋମବାର ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଯାଇଛି । ସୋଆର ଉପସଭାପତି ଶ୍ରୀମତୀ ଶାଶ୍ୱତୀ ଦାସ ଓ ପ୍ରତିଷ୍ଠାତା ସଦସ୍ୟା କୁମାରୀ ଉପାସନା ନାୟକ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ…

ମାର୍ଚ୍ଚ ୨୫ରୁ ବଜେଟ ଅଧିବେଶନ ଆରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ। ଚଳିତଥର ବଜେଟ ଅଧିବେଶନରେ ୬ଟି କାର୍ଯ୍ୟ ଦିବସ ରହିଛି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଦୁଇ ଦିନ ଧରି ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ…

୧୫କୋଟି ଠକେଇ ମାମଲାରେ ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ ତପନ ସାମନ୍ତ ଗିରଫ। ୧୫କୋଟି ଠକେଇ ମାମଲାରେ ଟ୍ରାଞ୍ଜିଟ ରିମାଣ୍ଡରେ ଆସିବେ। ଗତ ୬ତାରିଖରେ ତପନଙ୍କୁ କୋଲକାତାରୁ ଗିରଫ କରିଛି EOW। ତପନଙ୍କୁ ବାଲେଶ୍ୱର କୋର୍ଟରେ ହାଜର କରାଯିବ। ତପନଙ୍କ ବିରୋଧରେ ସୋରର ଶୁକଦେବ ହୋତା…

ୟୁକ୍ରେନ୍‌ରୁ ଓଡିଶା ଫେରିଲେ ଓଡିଆ ଡାକ୍ତରୀ ଛାତ୍ର, କହିଲେ ଏପରି କଥା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ ଓ ୟୁକ୍ରେନରେ ଯୁଦ୍ଧ ଚାଲୁଥିବା ସମୟରେ ଅନେକ ଭାରତୀୟ ଛାତ୍ର ଛାତ୍ରୀଙ୍କୁ ଭାରତ ସରକାରଙ୍କ ଅପରେସନ ଗଙ୍ଗାରେ ୟୁକ୍ରେନରୁ ସ୍ବଦେଶ ଫେରାଇ ଅଣାଯାଉଛି। ଏହି କ୍ରମରେ ଯାଜପୁର ଜିଲ୍ଲାକୁ ୟୁକ୍ରେନରେ ଫସିଥିବା ଅନେକ ଛାତ୍ରଛାତ୍ରୀ ଫେରିଛନ୍ତି। ୟୁକ୍ରେନରୁ…

ଶ୍ରୀମନ୍ଦିରରେ ରକ୍ତଛିଟା: ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା। ଭକ୍ତଙ୍କ ରକ୍ତ ଛିଟା ଦେଖାଯିବା ପରେ ଶ୍ରୀମନ୍ଦିରରେ ହେଲା ମହାସ୍ନାନ ନୀତି । ସୂଚନାଯୋଗ୍ୟ, ଆଜି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ଗହଳି। ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଭକ୍ତଙ୍କ…

୨୦୦ ମଦୁଆଙ୍କ ଠାରୁ ଜରିମାନା ଆଦାୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରର ଖୋଲା ସ୍ଥାନରେ ମଦ୍ୟପାନ ଓ ବିଭିନ୍ନ ଖଟିରେ ଚଢ଼ାଉ କରି ପ୍ରାୟ ୨୦୦ ମଦୁଆଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି କମିଶନରେଟ୍ ପୋଲିସ । ୬୮ ଖଟିରେ ଚଢ଼ାଉ କରି ୧୨ ଖଟିକୁ ଭାଙ୍ଗିଲା ପୋଲିସ । ଖଟି କରୁଥିବା ୯୨ ଜଣଙ୍କ ଠାରୁ ୫୦୦ ଟଙ୍କା…