ଏଏସଇଙ୍କ ସହ ୩ ଗଞ୍ଜେଇ ମାଫିଆ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜେଇ ରାକେଟରେ ଫସିଲେ ପୋଲିସ ବାବୁ । ମାଲକାନଗିରି ଜିଲ୍ଲା ପୁଲିସ ଏବେ ଏଭଳି ଏକ ଘଟଣାର ପର୍ଦାଫାସ କରି ଜଣେ ପୁଲିସ ଏଏସଆଇ ସମେତ ତିନି ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ୪୨୦ କିଲୋ ଗଂଜେଇ ଜବତ କରିବା ସହ ୧୦ ହଜାର ନଗଦ ଟଙ୍କା , ଗୋଟିଏ ଲ୍ୟାପଟପ, ଗୋଟିଏ…