କମିଲା ଏସ.ବି.ଆଇ ର ଦୈନିକ ଏ.ଟି.ଏମ ଉଠାଣ ସୀମା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ସର୍ଵ ବୃହତ ରାଷ୍ଟ୍ରାୟତ ବ୍ୟାଙ୍କ ଏସ.ବି.ଆଇ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ) ତାର ଗ୍ରାହକ ମାନଙ୍କ ପାଇଁ ଦୈନିକ ଏ.ଟି.ଏମ ଉଠାଣ ସୀମା ୪୦,୦୦୦ଟଙ୍କା ରୁ ୨୦,୦୦୦ଟଙ୍କା କୁ କମେଇ ଦେଇ ଥିବାର ସୂଚନା ମିଳିଛି । ପ୍ରାପ୍ତ ବିବରଣୀ ଅନୁଯାୟୀ ଏସ.ବି.ଆଇ ତାର ଗ୍ରାହକ…