ଘାତକ ସାଜିପାରେ ରାତିରେ ବାରମ୍ବାର ନିଦ ଭାଙ୍ଗିବା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯେଉଁ ମହିଳାମାନେ ରାତିରେ ବାରମ୍ବାର ଶୋଇବା ସମୟେ ଉଠନ୍ତି । ସେମାନଙ୍କର ଅଳ୍ପ ବୟସରେ ମୃତ୍ୟୁ ହେବାର ଦୁଇ ଗୁଣ ସମ୍ଭାବନା ରହିଛି । ୮୦୦୦ ପୁରୁଷ ଏବଂ ମହିଳାଙ୍କ ଉପରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ରାତିରେ ଉଠିବା ପାଇଁ ଅନେକ କାରଣ ହୋଇପାରେ । ଏହା…