Browsing Tag

Shubman Gill ends Babar Azam’s reign

ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍

ଭାରତୀୟ କ୍ରିକେଟ ଦଳର ଯୁବ ଓପନର ଶୁଭମନ ଗିଲ୍ ଏବେ ବିଶ୍ବର ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନ ବନିଛନ୍ତି । ଚିରପ୍ରତିଦ୍ବନ୍ଦୀ ବୋଲାଉଥିବା ପାକିସ୍ତାନର ବାବର ଆଜମଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛନ୍ତି । ଚଳିତ ବିଶ୍ବକପରେ ଗିଲ୍ ଭଲ ପ୍ରଦର୍ଶନ କରିବା ସହ ଚଳିତ ବର୍ଷ କ୍ରିକେଟର ତିନୋଟି…