Browsing Tag

shasikanta das

ପୁରୀ ଆସିଛନ୍ତି RBI ଗଭର୍ଣ୍ଣର, ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ କଲେ ଦର୍ଶନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ RBI ଗଭର୍ଣ୍ଣର ଶକ୍ତି କାନ୍ତ ଦାଶ । ଆଜି ପୂର୍ବାହ୍ନରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶକ୍ତିକାନ୍ତ । ପତ୍ନୀଙ୍କ ସହ ସିଂହଦ୍ୱାରରେ ପହଁଚିବା ପରେ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅଧିକାରୀ ଶୁଭ୍ରାଂଶୁ ପାଢ଼ୀ, ବରିଷ୍ଠ ସେବାୟତ…