Browsing Tag

security arrangements have been tightened at Naveen’s residence

ନୂଆ ସରକାର ଶପଥ ନେବା ପରେ ନବୀନ ନିବାସରେ କମିଲା ସୁରକ୍ଷା ବ୍ୟବସ୍ଥା

୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ୨୫ ବର୍ଷର ବିଜେଡି ଶାସନ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଦଳୀୟ ନିଷ୍ପତ୍ତି ଆଧାରରେ ମୋହନ ଚରଣ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ଆଉ ନବୀନ ପଟ୍ଟନାୟକ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ଗତକାଲି…