Browsing Tag

SCB Medical College is a mini India: Draupadi Murmu

ଏସ୍‌ସିବି ମେଡିକାଲ୍ କଲେଜ ଏକ ମିନି ଇଣ୍ଡିଆ: ଦ୍ରୌପଦୀ ମୁର୍ମୁ

କଟକକୁ ବିଶ୍ଵ ପ୍ରସିଦ୍ଧ ପାଇଁ ଏସ୍‌ସିବିର ମହତ୍ଵପୂର୍ଣ୍ଣ ଭୂମିକା ରହିଛି। ଏହା ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଏବଂ ହସ୍ପିଟାଲ। ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି। ଆଜି ଏସ୍‌ସିବି ମେଡିକାଲ୍ କଲେଜ ଏକ ମିନି ଇଣ୍ଡିଆ। ମୋ ବିଚାରରେ ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ…