ମାର୍ଚ୍ଚରେ ୧୦ମ ପରୀକ୍ଷା ନହେଲେ ଆସେସମେଣ୍ଟ ମାର୍କ ଆଧାରରେ କରାଯିବ ମାର୍କିଂ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର ୨୫।୧୨: ସ୍କୁଲ ପାଇଁ ଆଲର୍ଟ ଜାରି ଅଛି । ସର୍ଭିଲାନ୍ସ ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ନୋଡାଲ ଅଫିସର ଦୈନିକ ରିପୋର୍ଟ ନେଉଛନ୍ତି । ଡିଇଓମାନଙ୍କ ସହ ନିୟମିତ ବୈଠକ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ନିର୍ଦ୍ଦେଶ…