ଦିଦିଙ୍କୁ ଭେଟିଲେ ଦବଙ୍ଗ ଖାନ
ବଲିଉଡ୍ର ଦବଙ୍ଗ ଖାନ୍ କୋଲକାତାରେ। ଇଷ୍ଟ ବଙ୍ଗାଲ କ୍ଲବ୍ ଗ୍ରାଉଣ୍ଡରେ ଶନିବାର ସନ୍ଧ୍ୟା Da-Bangg କନସର୍ଟ ହେବ। ଏଥିରେ ପରଫର୍ମ କରିବାକୁ ସଲମାନ ଖାନ ଓ ସୋନାକ୍ଷୀ ସିହ୍ନା କୋଲକାତାରେ ପହଞ୍ଚିଛନ୍ତି। ମମତା ବାନାର୍ଜୀଙ୍କୁ ଭେଟିବାକୁ ସଲମାନ ଖାନ ବୁଲେଟ୍ ପ୍ରୁଫ୍ କାରରେ ତାଙ୍କ…