Browsing Tag

Salman Khan down with dengue

ଦବଙ୍ଗ ଖାନଙ୍କୁ ଡେଙ୍ଗୁ

ବଲିଉଡର ଭାଇଜାନ ସଲମାନ ଖାନ୍‌ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ କିଛି ଦିନ ସେ ବିଶ୍ରାମ ନେବେ। ଏଥିପାଇଁ ବିଗ୍‌ବସ୍‌-୧୬ରେ ହୋଷ୍ଟ କରିପାରିବେ ନାହିଁ। ତେବେ ସେ ସୁସ୍ଥ ହେବା ପର୍ଯ୍ୟନ୍ତ କରଣ ଜୋହର…