ସାଲିଆ ସାହିରୁ ସୁଡ଼ଙ୍ଗ ଠାବ
ସାଲିଆ ସାହିରେ ବଡ଼ ଧରଣର ଚଢ଼ାଉ କରାଯାଇଛି । ମାଦକ ଦ୍ରବ୍ୟ କାରବାର ଅଭିଯୋଗରେ ସ୍ୱତନ୍ତ୍ର ସ୍କ୍ୱାଡ୍ ତରଫରୁ ଏହି ଚଢ଼ାଉ ହୋଇଛି । ଚଢ଼ାଉ କରାଯିବା ସମୟରେ ନିଜେ ଡିସିପି ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ । ଚଢ଼ାଉ ବେଳେ ସାଲିଆ ସାହିରେ ଗୋଟିଏ ସୁଡ଼ଙ୍ଗ ଠାବ କରାଯାଇଛି । ସୁଡ଼ଙ୍ଗ ଦେଇ…