ରାହୁଲଙ୍କ ମୁଁହରେ ମୋଦିଙ୍କ ପ୍ରଶଂସା
ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାୟତଃ ଆକ୍ରମକ ଥାଆନ୍ତି। ଏଥିରେ ରାହୁଲ କଦବା କ୍ୱଚିତ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଥାଇ ପାରନ୍ତି ତାହା ସହଜରେ ମନପଡେ ନାହିଁ। ତେବେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାହୁଲ ତାଙ୍କ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…