ପୁଣି ଅଘଟଣ: ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଆହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୁରୀ ଶ୍ରୀମନ୍ଦିର ପରିସର ରେ ଆଜି ପୁଣି ଅଘଟଣ ଦେଖିବାକୁ ମିଳିଛି। ଆନନ୍ଦବଜାରରେ ଜଣେ ସେବାୟତଙ୍କ ଆକ୍ରମଣରେ ଅନ୍ୟ ଜଣେ ସେବାୟତ ଆହତ ହୋଇଥିବା ଜଣାପଡିଛି । ଆହତ ସେବାୟତ ଜଣଙ୍କ ହେଉଛନ୍ତି ହରେକୃଷ୍ଣ ସୁଆର । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…