Browsing Tag

Puri Ratha Yatra

ଆସନ୍ତାକାଲି ରଥଯାତ୍ରା; ୯ଟା ୩୦ରେ ପହଣ୍ଡି ବିଜେ, ୪ଟାରେ ରଥଟଣା

ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ଶ୍ରଦ୍ଧାଳୁ। ତେବେ ଶ୍ରୀଜିଉଙ୍କ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନୀତି ର୍ନିଘଣ୍ଟ ଅନୁଯାୟୀ,…

ବଡ ଦାଣ୍ଡରେ ତିନି ରଥ

ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।ଏହି କାରଣରୁ ଲୋକାରଣ୍ୟ ହେବାକୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ର। ତିନି ରଥରୁ ଆଜ୍ଞାମାଳ ଆସି ସାରିବା ପରେ ରଥକୁ ସିଂହଦ୍ୱାର ସମ୍ମୁଖକୁ ନିଆଯାଉଛି। ପ୍ରଥମେ ନନ୍ଦିଘୋଷ ଓ ଦ୍ୱିତୀୟରେ ଦର୍ପଦଳନ ରଥ ଆସୁଛି। ସମସ୍ତ ପ୍ରସ୍ତୁତି ଧିରେ ଧିରେ…

ଆସନ୍ତାକାଲି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା; ଜାଣନ୍ତୁ କେଉଁ ବାଟ ଦେଇ ଯିବେ ପୁରୀ

ଆସନ୍ତାକାଲି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ମହାପ୍ରଭୁଙ୍କ ଉଭାଯାତ୍ରା। ତିନିବାଡରୁ ଆଜ୍ଞାମାଳ ପହଞ୍ଚିଛି। ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖକୁ ଆସିବ ୩ ରଥ। ପ୍ରଥମେ ନନ୍ଦିଘୋଷ, ତାପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ। ସେପଟେ ତିନି…

ଡିଜିଙ୍କ ରଥଯାତ୍ରା ବୈଠକ: ମୁତୟନ ହେବେ ୧୮୦ ପ୍ଲାଟୁନ ଫୋର୍ସ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଉ ମାତ୍ର ୨ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାକୁ ନେଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ପୋଲିସ୍ ଡିଜି । ପୁରୀରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଭକ୍ତଙ୍କ…

ପୁରୀ ଟାଉନହଲରେ ରଥ ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ସମୀକ୍ଷା ବୈଠକ

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ରଥଯାତ୍ରା ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି । ପୁରୀ ଟାଉନହଲରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅଶ୍ଵିନୀ ପାତ୍ର, ଉଷା ଦେବୀ, ଟୁକୁନି ସାହୁ,…

ରଥଖଳା: ଚକ ଓ ଅଖ ପ୍ରସ୍ତୁତ, ସଂଯୁକ୍ତ ପାଇଁ ଆଜ୍ଞାମାଳକୁ ଅପେକ୍ଷା

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଯୁଦ୍ଧକାଳୀନ ଭିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଗୁରୁବାର ଠାରୁ ପ୍ରସ୍ତୁତ ରହିଛି ନାହାକା ଚକ ଓ ଅଖ। ରଥ ତ୍ରୟ ପାଇଁ ତିନୋଟି ନାହାକା ଅଖ ଓ ୬ ଗୋଟି ଚକ ତିଆରି ସରିଛି। ଠାକୁରଙ୍କ ଆଜ୍ଞାମାଳ ଲାଗି ପୂର୍ବରୁ ଏହା ସଂଯୁକ୍ତ ହେବ। ରଥ ଖଳାରେ…

ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବିଶ୍ୱକର୍ମା

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ରଥ ନିର୍ମାଣ କାମ । ଗୋଟିଏ ପଟେ ଅର ଓ ପହି ସଂଯୋଗ ଚାଲିଥିବାବେଳେ ଅନ୍ଯ ପଟେ କମାରଶାଳରେ ଚକ ପାଇଁ ଆବଶ୍ୟକ କଣ୍ଟା ଯୋଗାଯାଉଛି । ପବିତ୍ର ଭଉଁରୀ ଅବସରରେ ୩ ରଥର ୬ଟି ଚକ ଡେରାଯିବାକୁ ଥିବାରୁ ମହାରଣା ସେବକଙ୍କୁ ଭୋଇ…

ସଂରକ୍ଷିତ ହୋଇ ରହିବ ଚଳିତ ବର୍ଷର ତିନି ରଥ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଦେଖନ୍ତୁ ଭିଡ଼ିଓ

https://youtu.be/YosIoY5Na2Q ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦ୍ଵନ୍ଦ ଏବଂ ଅନିଶ୍ଚିତତା ମଧ୍ୟରେ ଖୁଵ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ଚଳିତ ବର୍ଷର ରଥଯାତ୍ରା ଯୁଗଯୁଗ ପାଇଁ ସ୍ମରଣୀୟ ହୋଇ ରହିଯିବ । ତେଣୁ ଏହି ଐତିହାସିକ ରଥଯାତ୍ରାରେ ବ୍ୟବହୃତ ରଥକୁ ସଂରକ୍ଷିତ ରଖିବାକୁ ଆଜି…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା କ୍ରିଷ୍ଣ କୁମାରଙ୍କ ନିକଟକୁ ପ୍ରଶଂସାର ସୁଅ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରଚେଷ୍ଟା, ନିଷ୍ଠା ଏବଂ ପୁଲିସ, ଜିଲ୍ଲା ପ୍ରଶାସନ ଓ ସେବାୟତମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗରେ ମହାପ୍ରଭୁଙ୍କ ରଥାରୂଢ ଠାରୁ ଆଡ଼ପ ମଣ୍ଡପ ବିଜେ କାର୍ଯ୍ୟ ଅତ୍ୟନ୍ତ ତ୍ରୁଟିଶୂନ୍ୟ ଭାବେ ସମ୍ପନ୍ନ ହୋଇପାରିଛି । ପ୍ରଥମେ…

ଚତୁର୍ଦ୍ଧା ମୂରତିଙ୍କ ଆଡ଼ପ ମଣ୍ଡପ ବିଜେ କୁ ତଦାରଖ କରିଥିଲେ ସଞ୍ଜୟ ଦାସବର୍ମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସବର୍ମା ରଥଯାତ୍ରା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପୁରୀରେ ଉପସ୍ଥିତ ରହି କୋଭିଡ ନିୟମ ସହ ସମସ୍ତ ରୀତିନୀତି ସୁରୁଖୁରୁରେ ସମ୍ପନ୍ନ ହେବ ତାହାର ତଦାରଖ କରୁଛନ୍ତି । ଗତକାଲି ସନ୍ଧ୍ୟା…