ଓଡ଼ିଶାର କଣ୍ଢେଇ ନୃତ୍ୟ ଗୁରୁ ମାଗୁଣୀ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ
ଓଡ଼ିଶାର କଣ୍ଢେଇ ନୃତ୍ୟ ଗୁରୁ ମାଗୁଣୀ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଠାରୁ ସେ ପଦ୍ମ ସମ୍ମାନ ଗ୍ରହଣ କରିଛନ୍ତି । ୨୦୨୩ ବର୍ଷ ପାଇଁ ପଦ୍ମ ପୁରସ୍କାର ବିଜେତାଙ୍କ ନାଁ ଗତ ଜାନୁଆରି ୨୫ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଓଡ଼ିଶାରୁ ୪…