ଲୋୟର ପିଏମଜିରେ କୁଡୁମୀ ସେନା ଓ ପୋଲିସ ମୁହାଁମୁହିଁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହଜାର ହଜାର କୁଡୁମୀ ସେନାଙ୍କ ଭୁବନେଶ୍ୱର ଲୋୟର ପିଏମଜିରେ ପ୍ରତିବାଦ । ଏହି ପ୍ରତିବାଦ ସମୟରେ ପୋଲିସ ଓ କୁଡୁମୀ ସେନା ମଧ୍ୟରେ ଧସ୍ତାଧସ୍ତି । ଆନ୍ଦୋଳଙ୍କାରୀଙ୍କୁ ଅଟକ ରଖିଛି ପୋଲିସ ।
ସୂଚନା ଅନୁଯାୟୀ, ରାଜ୍ୟରେ ୨୫ ଲକ୍ଷରୁ ଉର୍ଦ୍ଧ କୁଡୁମୀ ସଂପ୍ରଦାୟର ଲୋକ…