ଟ୍ରେନ ଟ୍ରାଜେଡିକୁ ନେଇ ରାଜନୀତି, ପ୍ରଧାନମନ୍ତ୍ରୀଙ୍କୁ ସଠିକ ତଥ୍ୟ ଦିଆଯାଇନାହିଁ; ତାଙ୍କୁ ଅନ୍ଧାରରେ ରଖାଯାଇଛି:…
ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ଗୋଟିଏ ପରେ ଗୋଟିଏ ଛାତିଥରା କାହାଣୀ ସାମ୍ନାକୁ ଆସୁଛି । ମୃତକଙ୍କ ଚିହ୍ନଟ ମୁଖ୍ୟ ସମସ୍ୟା ପାଲଟିଥିବାବେଳେ ଅନେକ ନିଖୋଜଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ ଓ ପରିବାର ଲୋକେ । ଏଭଳି ସମୟରେ ରାଜନୈତିକ ବୟାନବାଜି ବି ଜାରି ରହିଛି । ବରିଷ୍ଠ ନେତା ବିଜୟ ମହାପାତ୍ର…