ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ସଫଳ
ବାଲେଶ୍ବର ୨୨।୧୨: ‘ପ୍ରଳୟ’ ବ୍ୟବହାରିକ ପରୀକ୍ଷଣ ସଫଳ । ବାଲେଶ୍ୱର ଚାନ୍ଦିପୁର ଅବଦୁଲ କଲାମ ଦୀପରୁ ଏହାର ପରୀକ୍ଷଣ ହୋଇଛି । ସକାଳ ୧୦ଟା ୨୦ ମିନିଟରେ ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ହୋଇଛି ।
ଖବର ଅନୁଯାୟୀ, ସର୍ଟ ରେଞ୍ଜ୍ ବାଲିଷ୍ଟିକ ମିସାଇଲ ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ । ସକାଳ…