Browsing Tag

Political

ଭୋଟ ଗଣନା ପକ୍ରିୟାକୁ ସ୍ୱଚ୍ଛ କରାଯାଉ: ଦିଲୀପ ମଲ୍ଲିକ

ଭୁବନେଶ୍ୱର, ତା.୨୪/୦୨: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟଗ୍ରହଣ ଶେଷ ହୋଇଛି । ଭୋଟବାକ୍ସ ଥିବା ଷ୍ଟ୍ରଙ୍ଗ ରୁମ୍‌ର ସୁରକ୍ଷା ସହିତ ଆସନ୍ତା ୨୬,୨୭,୨୮ ତାରିଖରେ ହେବାକୁ ଥିବା ଭୋଟ ଗଣତି ପକ୍ରିୟାକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହେବା ନିହାତି ଆବଶ୍ୟକ ଏବଂ ନିର୍ବାଚନ କମିଶନଙ୍କ…

ସରକାରୀ କର୍ମଚାରୀମାନେ ଶାସକ ବିଜେଡି ସପକ୍ଷରେ ଭୋଟର ଦାୟୀତ୍ୱ ନେବା ଅତ୍ୟନ୍ତ ଅଗଣତାନ୍ତ୍ରୀକ ଓ ଦଣ୍ଡନୀୟ ଅପରାଧ: ସୁରଥ…

ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଆଜି ସମାପ୍ତ ହୋଇଛି । ଶାସକ ଦଳର ରାଜନୈତିକ ହିଂସାକାଣ୍ଡ ଓ ବ୍ୟାପକ ବୁଥ୍ ରିଗିଂ କାରଣରୁ ଅଶାନ୍ତ ବାତାବରଣ ସୃଷ୍ଟି ହେବା ସହିତ ଗଣତନ୍ତ୍ର ଆଜି ବିପଦ ମୁହାଁ ହୋଇଛି । ସରକାରୀ କଳକୁ ଅପବ୍ୟବହାର କରି ନିର୍ବାଚନ ବୈତରଣୀ ପାର…

ସାନି ନିର୍ବାଚନ ନ ନେଲେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବୁ : ପୃଥ୍ୱୀରାଜ କୁଅଁର

ଓଡ଼ିଶା ଫାଷ୍ଟ (ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଟଗାଁ ବ୍ଲକର ୭ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ପଣ୍ଡାସାହି, ମସିଣାଯୋଡି ଗ୍ରାମର ୭,୮ ଓ ୯ ନମ୍ବର ବୁଥ୍‌ରେ ଗତ ୧୬ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଶାସକ ବିଜେଡି…

ବିଜେଡିର କୁଶାସନକୁ ରାଜ୍ୟବାସୀ ଆଉ ବରଦାସ୍ତ କରିବେ ନାହିଁ : ସମୀର ମହାନ୍ତିି

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଶାସକ ବିଜେଡି ସରକାର, ମିଛୁଆ ରାଧୁଆ ସରକାର । କେବଳ ପ୍ରତାରଣା ବ୍ୟତୀତ ରାଜ୍ୟବାସୀଙ୍କୁ ଆଉ କିଛି ଦେଇନାହିଁ ଶାସକ ବିଜେଡି । ରାଜ୍ୟ ସରକାରଙ୍କ ପିଠା, କାଳିଆ, ହରିଶ୍ଚନ୍ଦ୍ର ଯୋଜନା ଆଦି ଫେଲ ମାରିଛି । ବାସହୀନଙ୍କ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ…

ଚତୁର୍ଥ ପର୍ଯ୍ୟାୟରେ ୧୭,୦୮୯ଟି ବୁଥ୍‌ରେ ମତଦାନ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଲାଗି ୨୨ରେ ଚତୁର୍ଥ ପର୍ଯ୍ୟାୟ ମତଦାନ । ୨୭ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଚତୁର୍ଥ ପର୍ଯ୍ୟାୟରେ ୧୭,୦୮୯ ବୁଥ୍‌ରେ ମତଦାନ ହେବ । ୧୬୩ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ମତଦାନ ଅନୁଷ୍ଠିତ ହେବ । ୧୨୫୪ଟି ପଞ୍ଚାୟତର…

୨୫ଟି ବୁଥ୍‌ରେ ସାନି ମତଦାନ ପ୍ରସ୍ତାବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ ଘଟିଛି ତାହା ଯେପରି  ଦ୍ବିତୀୟ ପର୍ଯ୍ୟାୟରେ ପୁର୍ନରାବୃତ୍ତି ନ ହେଉ ସେ ଦିଗରେ ଗୁରୁତ୍ବ ଦେଇଛନ୍ତି ନିର୍ବାଚନ ଆୟୋଗ । ଏହା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଘଟିଥିବା ହିଂସା ଘଟଣା ପରେ ୨୫ଟି ବୁଥ୍‌ରେ ପୁନଃ ମତଦାନ ପାଇଁ…

ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ ବୋମା ମାଡ଼

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଂଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ରାଜନୀତି ସରଗରମ ହୋଇଥିବା ହେବା ସହ ରାଜନୈତିକ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି, ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମରେ । କାଠଖୁଣ୍ଟ ଗ୍ରାମର ଜଣେ ସ୍ବାଧୀନ ସରପଞ୍ଚ ପ୍ରାର୍ଥୀ ସୁଶୀଲ…

ପ୍ରଚାର ବେଳେ ସରପଞ୍ଚ ପ୍ରାର୍ଥୀ ନିଖୋଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନୁଗୋଳ ଜିଲ୍ଲାରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ନିଖୋଜ ହୋଇଛନ୍ତି । ଏଯାଏଁ ସରପଞ୍ଚ ପାର୍ଥୀ ମନୋଜ ସେଠୀଙ୍କ ଖୋଜ ଖବର ମିଳି ପାରିନାହିଁ । ପରିବାର ଓ ସମର୍ଥକ ଛେଣ୍ଡିପଦା ଥାନାରେ ଅପହରଣ ଅଭିଯୋଗ…

FCI ଅଫିସ ଘେରିଲା BJD

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରର ଅବହେଳାକୁ ବିରୋଧ କରି ଆଜି ବିଜେଡି ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛି । କେନ୍ଦ୍ର ସରକାର ଓଡିଶା ଚାଷୀଙ୍କ ସହ ଖେଳୁଛନ୍ତି । ୨୨ ଲକ୍ଷ ମେଟ୍ରିକ ଟନ ଗଚ୍ଛିତ ଉଷୁନା ଚାଉଳ ଉଠାଯାଉ ନଥିବାରୁ ପ୍ରତିବାଦ କରି ଆନ୍ଦୋଳନକୁ…

ନିର୍ବାଚନୀ ମଇଦାନ: ଗୋଟିଏ ପରିବାରର ୫ ସଦସ୍ୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନୀ ମଇଦାନରେ ଗୋଟିଏ ପରିବାରର ପାଞ୍ଚ ସଦସ୍ୟ । ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ଗୋପାଳପୁର ଶାସନ ପଞ୍ଚାୟତର ୬୬ ନମ୍ବର ଜୋନ୍ରେ ଏହା ଦେଖିବାକୁ ମିଳିଛି । ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ଆସନ ପାଇଁ ସରଂକ୍ଷିତ । ସରପଞ୍ଚ ପ୍ରାର୍ଥୀ ଦେବରାଜ…