ଏଣିକି ସାବାଡ଼ ହେବେ ସାଇବର ଠକ, ସିମ କାର୍ଡ଼ ଡ଼ିଲରଙ୍କ ଉପରେ ପୁଲିସର ରହିବ କଡ଼ା ନଜର
ଦିନକୁ ଦିନ ବଢ଼ିବାରେ ଲାଗିଛି ଫୋନ କଲ୍ ମାଧ୍ୟମରେ ଜାଲିଆତି ମାମଲା । ନକଲି ସିମକୁ ବ୍ୟବହାର କରି ଠକି ଚାଲିଛନ୍ତି ସାଇବର ଠକ । ଗୋଟିଏ ଫୋନ କଲରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ଲାଇନ ଆଣିଛନ୍ତି । କେନ୍ଦ୍ର ସରକାର କଠୋର…