Browsing Tag

PM Narendra Modi

ଡକ୍ଟର କ୍ୟୁରେସି ନବୀନଙ୍କୁ ପ୍ରଶଂସା କରିବା ସହ ଆଇଏଏସ ଙ୍କ ନିଲମ୍ବନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ କଲେ ନାପସନ୍ଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ନିର୍ବାଚନ କମିସନ ଡକ୍ଟର ଏସ.ୱାଇ କ୍ୟୁରେସି ହେଲିକପ୍ଟର ଯାଞ୍ଚକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କୁ ନେଇ ଜଣେ କର୍ତ୍ତବ୍ୟନିଷ୍ଟ ଅଧିକାରୀଙ୍କ ନିଲମ୍ବନକୁ ନାପସନ୍ଦ କରିଛନ୍ତି । ଡକ୍ଟର…

ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡିଶା ଗରିବ ହୋଇ ରହିଛି: ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେଇ ଦେଇଛନ୍ତି । ସମ୍ବଲପୁରରେ ରେମେଡ୍ ଛକ ପଡ଼ିଆଠାରେ ଆୟୋଜିତ ବିଜୟ ସଙ୍କଳ୍ପ ଜନସମାବେଶକୁ ଉଦ୍‌ବୋଧନ ଦେଇ ମୋଦି ଉଭୟ କଂଗ୍ରେସ ଓ…

୪୮ ପୃଷ୍ଠା ସମ୍ବଳିତ ସଂକଳ୍ପ ପତ୍ର ଜାରି କଲା ବଜେପି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲୋକ ସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ସୋମବାର ସଂକଳ୍ପ ପତ୍ର ଜାରି ହୋଇଛି । ଏହାର  ନାମ 'ସଂକଳ୍ପିତ ଭାରତ, ସଶକ୍ତ ଭାରତ' ରଖାଯାଇଛି । ୪୮ ପୃଷ୍ଠା ସମ୍ବଳିତ ପତ୍ରରେ ଗତ ୫ ବର୍ଷ ଶାସନକାଳରେ ବଜେପି ପକ୍ଷରୁ ଗ୍ରହଣ କରାଯାଇଥିବା ୫୦ଟି ପଦକ୍ଷେପ ସମ୍ପର୍କରେ…

ମଜଭୁତ ବିଜେପି ଏଥର ଓଡ଼ିଶାରେ ଫୁଟାଇବ ପଦ୍ମ: ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଜେପିର ପ୍ରତିଷ୍ଠା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡିଶା ର ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଗସ୍ତ କରିଛନ୍ତି ।ସୁନ୍ଦରଗଡ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ମୋଦି, "ମୋ ସୁନ୍ଦରଗଡ଼ର ଭାଇଭଉଣୀ ମାନେ ମା’ମାଉସୀ ମାନେ" କହି ନିଜ ଅଭିଭାଷଣ ଆରମ୍ଭ…

ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ମୋଦିଙ୍କ ବାୟୋପିକ୍‌ ରିଲିଜ ତାରିଖ ଘୁଞ୍ଚିଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ ବାୟୋପିକ୍‌ ଏପ୍ରିଲ ୫ରେ ମୁକ୍ତିଲାଭ କରିବାର ଥିଲା । ମାତ୍ର ଆଜି ଏହା ରିଲିଜ୍‌ ହେବନାହିଁ । ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନର ସପ୍ତାହେ ପୂର୍ବରୁ ଏହାର ରିଲିଜ୍‌ ତାରିଖ ଧାର୍ଯ୍ୟ କରାଯାଇଥିବାରୁ…

୧୪ ବର୍ଷରେ ଓଡ଼ିଶା ପାଇଁ କ’ଣ କରିଛ ବିଜେପି ଓ ମୋଦିଙ୍କୁ ପ୍ରଶ୍ନ କଲେ ବିଜେଡ଼ି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଓଡ଼ିଶା ଗ୍ରସ୍ତ ରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ପ୍ରଚାର ଭାଷଣ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ । ବିଜେଡି ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର ବିଜେପି ଓ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି, ବିଜେପି ୯ ବର୍ଷ…

ଓଡ଼ିଶାରେ ମଜବୁତ ସରକାର ଗଠନ କରିବାକୁ ହେଲେ ଡବଲ ଇଞ୍ଜିନ୍ ଲଗାଇବାକୁ ପଡ଼ିବ: ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ବିଜେପି ପାଇଁ ୨୦୧୯ ନିର୍ବାଚନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରାପୁଟର ଜୟପୁରସ୍ଥିତ ବାଙ୍କବିଜା ପଡିଆଠାରେ ଆୟୋଜିତ ଏକ ବିଶାଳ ସମାବେଶରେ ଯୋଗଦେଇ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ଖୁବ ବର୍ଷିଥିଲେ ମୋଦି । ଏହି ଦଳୀୟ କାର୍ଯ୍ୟକ୍ରମ ରେ…

ଏପ୍ରିଲ ୧ରେ ମୋଦି ଓ ୪ରେ ରାହୁଲଙ୍କ ଓଡ଼ିଶା ଗସ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ଏପ୍ରିଲ ୪ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ଦକ୍ଷିଣ ଓଡ଼ିଶାରେ ଆୟୋଜିତ ଏକ ସଭାରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ ରାହୁଲ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବେ । ଏ ନେଇ…

ମିଶନ ଶକ୍ତି ଶ୍ରେୟ ନେବାକୁ ବିଜେପି,କଂଗ୍ରେସ କଳି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମିଶନ ଶକ୍ତି ଅଧୀନରେ ଭାରତ ୩୦୦ କିମି ଦୂରରେ ଥିବା ସ୍ୟାଟେଲାଇଟକୁ ନଷ୍ଟ କରିବାରେ ସଫଳ ହୋଇଛି । ମାତ୍ର ୩ ମିନିଟ ମଧ୍ୟରେ ଏଭଳି ଶକ୍ତିଶାଳୀ ଅପରେସନ କରାଯାଇଛି । ଏଭଳି କ୍ଷମତା ହାସଲ କରିବାରେ ଆମେରିକା, ରୁଷ୍‌ ଓ ଚୀନ୍‌ ପରେ ଭାରତ ବିଶ୍ୱର ୪ର୍ଥ ରାଷ୍ଟ୍ର ।…

ମୋଦିଙ୍କ ଫୋକସରେ ଓଡିଶା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ନିର୍ବାଚନ ହେବାକୁ ଆଉ ଦିନ କେତେଟା ବାକିଥିଲା ବେଳେ ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତିରେ ଲାଗିପଡିଛନ୍ତି । ବିଭିନ୍ନ ରାଜ୍ୟରେ ଜାତୀୟ ସ୍ତରର ରାଜନୈତିକ ଦଳମାନେ ନିଜ ନିଜର ପ୍ରଭାବବିସ୍ତାର କରିବାରେ ଲାଗିଲେଣି । ଉଭୟ କଂଗ୍ରେସ ଏବଂ ବିଜେପି ଏ ନେଇ…