Browsing Tag

pm merrage

କରୋନା ପାଇଁ ବିବାହ ବାତିଲ୍‌ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀ ପାଇଁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଂଣ୍ଡା ଅର୍ଡନ୍‌ ନିଜର ବିବାହ ବାତିଲ କରିଛନ୍ତି । ଆଜି ଜେସିଂଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଜେସିଂଣ୍ଡା କହିଛନ୍ତି ଯେ, ସବୁଠୁ ମୁଲ୍ୟବାନ ଜୀବନ। ଅଧିକ କଷ୍ଟ ଲାଗେ ଯେତେବେଳେ…