Browsing Tag

Pipill

ବିଜୟ ମୁହାଁ ବିଜେଡି: ୧୩ ରାଉଣ୍ଡ ସୁଦ୍ଧା ୧୪ ହଜାର ୨୧୨ ଭୋଟରେ ଆଗୁଆ ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୟ ମୁହାଁ ବିଜେଡି । ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରତି ରାଉଣ୍ଡରେ ଆଗୁଆ ରହୁଛନ୍ତି । ରାଉଣ୍ଡ ପରେ ରାଉଣ୍ଡ ଭୋଟ୍ ଗଣତି ଚାଲିଥିବା ବେଳେ ବଢ଼ି ଚାଲିଛି ଭୋଟ୍ ବ୍ୟବଧାନ । ୧୩ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୧୪ ହଜାର…