କମିଶନରେଟ୍ ପୋଲିସରେ ଅଦଳବଦଳ, ଭୁବନେଶ୍ୱର ଜୋନ୍-୪ ଏସିପି ହେଲେ ପରେଶ କୁମାର ରାଉତ
କଟକ ରୋଡ,୨୫/୧୨; କମିଶରେଟ୍ ପୋଲିସ୍ ଭୁବନେଶ୍ୱରର ଜୋନ୍-୪ ଏସିପି ଭାବେ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି ପରେଶ କୁମାର ରାଉତ । ଏସିପି ରାଜତ ରାୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେପଟେ ଏସିପି ଶ୍ରୀ ରାୟ ଶନିବାର ଦିନ ଜୋନ୍-୩ ଦାୟିତ୍ୱ ନେବେ ବୋଲି ଜଣାପଡିଛି ।
ଜୋନ୍-୩…