ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହୀରାକୁଦରେ ଗେଟ୍ ଧୀରେ ଧୀରେ ବନ୍ଦ ହେବାରେ ଲାଗିଥିଲେ ମଧ୍ୟ ମହାନଦୀର ତଳ ମୁଣ୍ଡ ଜଗତସିଂହପୁର ତିର୍ତ୍ତୋଲ ଓ କୁଜଙ୍ଗ ଅଞ୍ଚଳରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସକାଳ ଠାରୁ ବନ୍ୟା ଜଳ ବୃଦ୍ଧି ପାଇବା ଫଳରେ ଆଉ ୧୦ରୁ ଉର୍ଦ୍ଧ୍ୱ ଗାଁକୁ ପାଣି ପଶିଛି…