Browsing Tag

#panchayata election

ନିର୍ବାଚନୀ ହିଂସା; ୪୫ଟି ବୁଥ୍‌ରେ ହେବ ସାନି ମତଦାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା ଘଟିଥିବା ବୁଥରେ ହେବ ସାନି ମତଦାନ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୩ରେ ଯାଜପୁର, ଢେଙ୍କାନାଳ, ପୁରୀ, ଭଦ୍ରକର ୪୫ଟି ବୁଥ୍‌ରେ ହେବ ସାନି ମତଦାନ। ସକାଳ ୯ରୁ ଅପରାହ୍ନ ୩ଟା ଯାଏଁ ମତଦାନ…

ଦେଖାନାହିଁ ମୁଖିଆଙ୍କର, ଦୌଡ଼ି ଦୌଡ଼ି ଗୋଡ଼ କ’ଣ ହୋଇଗଲାଣି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଖାନାହିଁ ମୁଖିଆଙ୍କର, ନିର୍ବାଚନ ଅଫିସ ଦୌଡ଼ି ଦୌଡ଼ି ଗୋଡ଼ କ'ଣ ହୋଇଗଲାଣି । ଏଭଳି କିଛି ବିଜେପି କର୍ମୀ ଟୁପୁର ଟାପର ହେଉଥିବା ଶୁଣିବାକୁ ମିଳୁଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସାରିବାକୁ ଆଉ ଦିନ କେଇଟା ରହିଲା ବିଜେପି ମୁଖିଆଙ୍କ ଦେଖାନାହିଁ ନିର୍ବାଚନୀ…

ନିର୍ବାଚନୀ ହିଂସା, ୧୫ରୁ ଅଧିକ ଆହତ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ଅନ୍ତର୍ଗଚ ଜାଗୁଳା ପଂଚାୟତରେ ରାଜନୈତିକ ହିଂସା ବଢ଼ିବାରେ ଲାଗୁଛି । ଏଭଳି ହିଂଶା ଜାଗୁଳା ପଂଚାୟତରେ ଦେଖିବାକୁ ମିଳିଛି । ଅଡାବନ୍ଦ ଗାଁରେ ଗ୍ରାମବାସୀମାନେ କୌଣସି ଏକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ୍ ନ ଦେବାରୁ ଉତକ୍ଷିତ ହୋଇ…

ରାଜନୈତିକ ହିଂଶା, ୬ ଗିରଫ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): କୃଷ୍ଣପ୍ରସାଦ ବ୍ଲକ୍ ଅଲଣ୍ଡା ପଞ୍ଚାୟତରେ ଗତ ୧୬ ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ୍ ବେଳେ ରାଜନୈତିକ ହିଂସାକାଣ୍ଡ ଘଟିଥିଲା. ଏହି ହିଂଶା ଘଟଣାରେ ଆଜି ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ବାରିକ, ଅନନ୍ତ ବାରିକ, କେଦାର ତରେଇ,…

ନିର୍ବାଚନ ଦାୟିତ୍ବରେ ଅବହେଳା : ଦୁଇ ନିଲମ୍ବିତ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ଦ୍ୱିତୀୟ ପର୍ଯାୟ ମତଦାନରେ ନିର୍ବାଚନ ଦାୟିତ୍ବରେ ଅବହେଳା କରିବାରୁ ଦୁଇ ଜଣଙ୍କୁ ନିଲମ୍ବନ କରାଯାଇଛି । ସେହି ନିଲମ୍ବିତ 2ଜଣ ହେଲେ କଣାସ ବ୍ଲକର କଣପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ସେକ୍ ନ୍ୟାମତୁଲ୍ଲା ଏବଂ ଗୋପ ତହସିଲର ଆରଆଇ ଜଗନ୍ନାଥ…

ଭୋଟ୍ ବାକ୍ସ ନେଇଗଲେ ଦୁର୍ବୃତ୍ତ

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ତ୍ରିସ୍ତରୀୟ ନିର୍ବାଚନ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟର ଭୋଟ୍ ଆରମ୍ଭ ରୁ ଉତ୍ତେଜନା ଦେଖାଦେଇଛି । ପୁଣି କିଛି ସ୍ଥାନରେ ହିଂସା। ପୋଲିସର ଗାଡ଼ି ଭଙ୍ଗାରୁଜା ସାଙ୍ଗକୁ ଭୋଟ୍ ବାକ୍ସ ନେଇଗଲେ ଦୁର୍ବୃତ୍ତ । ଜଗତସିଂହପୁର ଜିଲ୍ଲାର ସଦର ବ୍ଲକର ପଟସରା ର ୧ ନମ୍ବର ୨ ବୁଥ…

ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀ ନିଖୋଜ : ଗାଁ ନିକଟରୁ ସ୍କୁଟି ଉଦ୍ଧାର

ଓଡ଼ିଶା ଫାଷ୍ଟ (ବ୍ୟୁରୋ):   ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏହା ପୂର୍ବରୁ  ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୁମାର ଦେଇପୁର ଗ୍ରାମର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଉକ୍ତ ଯୁବକ ହେଉଛନ୍ତି ଦୀପକ ଦାଶ । ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟାରେ ସ୍କୁଟିରେ ଦୀପକ ଯାଇ  ଆଉ…

ବିଜେଡିର କାଉଣ୍ଟର, ହିଂସା ପଛରେ ବିଜେପିର ହାତ

ଓଡ଼ିଶା ଫାଷ୍ଟ (ବ୍ୟୁରୋ):  ବିଜେପିର ନିର୍ବାଚନୀ ହିଂସା ଅଭିଯୋଗକୁ କଡ଼ା ଜବାବ ଦେଲା ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ୍ କରି ବିଜେପିର ଅଭିଯୋଗକୁ କଡା ସମାଲୋଚନା କରିଛନ୍ତି ।  ସେ  କହିଛନ୍ତି ବିଜେଡି ଏକ ଶାନ୍ତିପ୍ରିୟ ଦଳ । ନିର୍ବାଚନରେ ହିଂସାର ନାହିଁ ସ୍ଥାନ ।…

ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି ବିଜେପି, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବିଜେଡି ସବୁ ବେଳେ ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ ନିର୍ବାଚନ ଦ୍ୱାରା ହିଁ ଗଣତନ୍ତ୍ରକୁ ସୁଦୃଢ କରାଯାଇ ପାରିବ ବୋଲିବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏବଂ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ନିର୍ବାଚନୀ ହିଂସାକୁ…

ପଞ୍ଚାୟତ ନିର୍ବାଚନରେ ହିଂସା ଓ ଅରାଜକତାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଶାସକ ଦଳର ହିଂସା ଓ ଅରାଜକତାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢ଼ ଭାବେ ନିନ୍ଦା କରିଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ରାଜ୍ୟରେ ତ୍ରିସ୍ତରୀୟ…