ଯଦି ଆପଣ ପାନ ପତ୍ର ଖାଉଛନ୍ତି ତେବେ ଜାଣିରଖନ୍ତୁ ଏହି କଥା…
ଆଜି ଆମେ ଜାଣିବା ଆମେ ପାନପତ୍ରକୁ କେଉଁ କେଉଁ ରୋଗ ପାଇଁ ବ୍ୟବହାର କରିପାରିବା।ସଂସ୍କୃତି ପୂଜାରେ ପାନ ପତ୍ରକୁ ଅଧିକ ବ୍ୟବହାର କରାଯାଇଥାଏ।ଅନେକ ସମୟରେ ଖାଦ୍ୟ ଖାଇସାରିବା ପରେ ଲୋକମାନେ ପାନ ହଜମ ପାଇଁ ଓ ମୁହଁର ସ୍ୱାଦ ପାଇଁ ଖାଇଥାନ୍ତି। ଧର୍ମ ପୂଜା ଏହା ବିନା ସମ୍ଭବ ହୋଇନଥାଏ।କେବଳ ଅଳ୍ପ…