Browsing Tag

open similipal

ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ଆଜି ଖୋଲିଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଓ ଅଭୟାରଣ୍ୟ। ପ୍ରତ୍ୟେକ ବର୍ଷ ଭଳି ପର୍ଯ୍ୟଟକ ମାନେ ପିଠାବଟା ଓ କାଳିଆଣି ତନଖି ଫାଟକ ଦେଇ ସକାଳ ୬ଟାରୁ ପର୍ଯ୍ୟଟକ ଭିତରକୁ ପ୍ରବେଶ କରିବେ। ଆସୁଥିବା ପର୍ଯ୍ୟଟକମାନେ କୋଭିଡ-୧୯ ନିୟମାବଳୀକୁ ଅନୁସରଣ କରିବା ବାଧ୍ୟତାମୂଳକ । ପ୍ରତି ପର୍ଯ୍ୟଟକଙ୍କ…