ବର୍ଷେ ପୁରିଲା ଆଦିତ୍ୟଙ୍କ ଅପମୃତ୍ୟୁକୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାଶଙ୍କ ସୁଇସାଇଡ୍ ମିଷ୍ଟ୍ରିକୁ ବର୍ଷେ ପୁରିଛି । ବହୁ ବାଦବିବାଦ ସତ୍ତେ୍ୱ ଏଯାଏଁ ଘଟଣାରେ ପୂର୍ଣ୍ଣଚ୍ଛେଦ ପଡି଼ନଥିଲେ ବି ଅନେକାଂଶରେ ସ୍ପଷ୍ଟତା ଆସିଛି । ପ୍ରଥମେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଚର୍ଚ୍ଚା ହେଉଥିବା ବେଳେ କ୍ରାଇମ୍ବ୍ରାଞ୍ଚ…