ପୁଣି ବଢିବ ତେଲ ଦର !
ପୁଣିଥରେ ବଢ଼ିପାରେ ତେଲ ଦର । ତୈଳ ଉତ୍ପାଦନକାରୀ ସଂସ୍ଥା ଗୁଡ଼ିକ ଅର୍ନ୍ତଜାତୀୟ ବଜାରରେ କ୍ରୁଡ ଅଏଲର ବ୍ୟାରେଲ ଦର ଖସୁଥିବାରୁ ତେଲ ଉତ୍ପାଦନରେ ବଡ଼ ଧରଣର ହ୍ରାସ ପାଇଁ ନିଷ୍ପତି ନେଇଛନ୍ତି । ୫ ତାରିଖରେ ବସିଥିବା ଓପେକ୍ (ଅର୍ଗାନାଇଜେସନ ଅଫ୍ ପେଟ୍ରୋଲିୟମ ଏକ୍ସପୋର୍ଟିଙ୍ଗ କଣ୍ଟ୍ରିଜ)ର…