Browsing Tag

OdishaFast

ଅନ୍ୟନ୍ୟାଙ୍କୁ ଏନସିବର ସମନ: ସୋମବାର ହାଜର ହେବକୁ ନୋଟିସ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୋମବାର ପୁଣି ଅନନ୍ୟାଙ୍କୁ ଏନସିବି ସମନ କରିଛି। ଅନନ୍ୟା ପାଣ୍ଡେଙ୍କ ଡ୍ରଗ୍ସ ଖଟିରେ ଆଉ କିଏ ଥିଲେ ହ୍ୱାଟସ୍ଆପ୍ ଚାଟ୍‌ରୁ ଗୁମର ଖୋଜୁଛି ଏନସିବି । ଆର୍ଯ୍ୟନ ଖାନ୍‌ଙ୍କ ସହ ସମ୍ପର୍କକୁ ଅନନ୍ୟାଙ୍କୁ ଗତକାଲି ୪ ଘଣ୍ଟା ଧରି ଜେରା କରିଥିଲା ଏନସିବି। ଏଥିରେ ଆର୍ଯ୍ୟନଙ୍କ…

ଆଜିଠୁ ଶ୍ରେଣୀ ଗୃହରେ ବସି ପାଠ ପଢିବେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସ୍କୁଲ କଲେଜ୍‌ ମାନଙ୍କରେ ପାଠପଢ଼ାକୁ ଅଧିକ ପ୍ରଭାବିତ କରିଛି। ତେବେ ରାଜ୍ୟରୁ କରୋନାର ପ୍ରଭାବ ଧିରେ ଧିରେ କମିବା ସହ ସ୍କୁଲ କଲେଜ୍‌ ମଧ୍ୟ ଖୋଲିବାରେ ଲାଗିଲାଣି। ଯେଉଁଥିପାଇଁ ଚଳଚଞ୍ଚଳ ହୋଇଛି କ୍ୟାମ୍ପସ, ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ। ଅନଲାଇନ୍…

ଉତ୍ତରାଖଣ୍ଡରେ ଜଳପ୍ରଳୟ : ୫୨ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଉତ୍ତରାଖଣ୍ଡରେ ଜଳ ପ୍ରଳୟ। ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ଏବେସୁଦ୍ଧା ୫୨ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ସ୍ଥାନରେ ଉଦ୍ଧାରକାର୍ଯ୍ୟ ଜାରିରହିଛି। ରାସ୍ତାଘାଟ ପୋଖରୀର ଭ୍ରମ ସୃଷ୍ଟି କରୁଛି । ବଜାରଘାଟ ସବୁ ପାଣିରେ ବୁଡି ରହିଛି । ଅନେକ ବ୍ୟକ୍ତି…

ମମିତାଙ୍କୁ ହତ୍ୟା ନେଇ ସତ ମାନିଲା ଗୋବିନ୍ଦ ସାହୁ: ହତ୍ୟା ପରେ ଷ୍ଟାଡିୟମ୍‌ରେ ପୋତି ଦେଇଥିଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜେରା ବେଳେ ସତ ମାନିଲା ଗୋବିନ୍ଦ ସାହୁ । ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମରେ ପୋତି ଥିବା ନେଇ ସ୍ୱୀକାର କରିଛି । ହତ୍ୟାକରି ଗାତରେ ଶବକୁ ପୋଡ଼ା ଯିବାପରେ ପୋତି ଦେଇଥିଲା । ଏନେଇ ପୋଲିସ ଆଗରେ ଦୋଷ ସ୍ୱୀକାର କରିଛି ଗୋବିନ୍ଦ । ଘଟଣା ଦିନ ଗୋବିନ୍ଦ ସହ ୩ରୁ ୫ଜଣ…

ମାଟିତଳୁ ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର; ଡିଏନ୍ଏ ଟେଷ୍ଟ କରିବ ବଲାଙ୍ଗିର ପୋଲିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ନୂଆ ମୋଡ। ମହାଲିଙ୍ଗ ଷ୍ଟାଡିୟମରୁ ଆଜି ଜଣେ ମହିଳାଙ୍କ ଦରପୋଡ଼ା ମୃତଦେହ ହୋଇଛି । ଏହି ଶବ ସଂପୃକ୍ତ ନିଖୋଜ ଶୀକ୍ଷୟିତ୍ରୀ ମମିତାଙ୍କ ବୋଲି ସନ୍ଦେହ କରି ଆଜି ପୋଲିସ୍ ଷ୍ଟାଡିୟମରେ…

କ୍ରିକେଟର ଯୁବରାଜ ସିଂ ଗିରଫ, ଜାଣନ୍ତୁ କାହିଁକି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗିରଫହେଲେ କ୍ରିକେଟର ଯୁବରାଜ ସିଂ। ଜାତିଆଣ ମନ୍ତବ୍ୟ ନେଇ ତାଙ୍କୁ ଗିରଫ କରାଯାଇଛି। ହରିୟାଣାର ହିସାର ଜିଲ୍ଲାରେ ୟୁବିଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । କିଛି ବର୍ଷ ତଳେ ରୋହିତ୍ ଶର୍ମାଙ୍କ ସହ ଲାଇଭ୍ ଚାଟ୍ ବେଳେ ୟୁଜବେନ୍ଦ୍ର ଚହଲଙ୍କୁ କଟାକ୍ଷ କରିବା ସହ…

ରିଲିଜ୍ ହେଲା ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ “ମନ ମୋ ନେଇ ଗଲୁରେ”

ଭୁବନେଶ୍ୱର, ୧୬/୧୦: ଦଶହରାରେ ଓଡ଼ିଆ ସିନେ ପ୍ରେମୀଙ୍କୁ ଭେଟି ଦେବା ଉଦ୍ଦେଶ୍ୟରେ ମୁକ୍ତିଲାଭ କରିଛି ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର “ମନ ମୋ ନେଇ ଗଲୁରେ” । ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍‌ରେ ଗୁରୁବାର…

’କାଳିଆ’ ଯୋଜନା ଦ୍ୱାରା ବର୍ଷକୁ ଉପକୃତ ହେଉଛନ୍ତି ପ୍ରାୟ ୫୬ ଲକ୍ଷରୁ ଅଧିକ ଚାଷୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ଏକ କୃଷି ବହୁଳ ରାଜ୍ୟ। ଅଧିକାଂଶ ଲୋକେ କୃଷି ଉପରେ ନିଭର୍ର କରି ନିଜ ପରିବାର ଚଳାନ୍ତି । ରାଜ୍ୟରେ ନାମମାତ୍ର ଚାଷୀ ଓ ଭାଗ ଚାଷୀଙ୍କ ସଂଖ୍ୟା ବି ଅଧିକ । ବିପର୍ଯ୍ୟୟ କାରଣରୁ ଚାଷ ନଷ୍ଟ ହେଲେ ଏମାନଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଥାଏ । ଚାଷ ଓ ଚାଷୀ…

ତୈଳଦରରେ ଲଗାମ୍ ନାହିଁ, ମାଲକାନଗିରିରେ ପେଟ୍ରୋଲ ଲିଟର ୧୧୨ ଟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର । ପେଟ୍ରୋଲ ଲିଟର ପିଛା ୩୬ ପଇସା ଓ ଡିଜେଲ୍ ଲିଟର ପିଛା ୩୮ ପଇସା ବୃଦ୍ଧି ପାଇଛି । ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ୍ ଲିଟର ପିଛା ୧୦୬ ଟଙ୍କା ୦୬ ପଇସା ଓ ଡିଜେଲ ଲିଟର ପିଛା ୧୦୨ ଟଙ୍କା ୪୦ ପଇସା ରହିଛି ।…

ମନୀଷ ଅନୁରାଗ ମୃତ୍ୟୁ ମାମଲା, ୩ ଅଭିଯୁକ୍ତ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ବନ୍ଧାହେଲେ ୩ ଜଣ । ଘନ ଘନ ଜେରା ପରେ ମନୀଷଙ୍କ ୩ ସାଙ୍ଗକୁ ଗିରଫ କରିଛି କମିଶନରେଟ୍ ପୋଲିସ । ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନ୍ନା, ଦିନେଶ ମହାପାତ୍ର ଓରଫ ଲିଟୁ ଓ ଅମ୍ରିତ ବିଶ୍ୱାଳଙ୍କୁ ଗିରଫ କରିଛି ପୋଲିସ । ହତ୍ୟା ଓ…