Browsing Tag

OdishaFast

କମିଶନରେଟ୍‌ ପୋଲିସ ପାଇଁ ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା ଖୋଲାଯିବ – ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ…

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କହିଦିଅନ୍ତୁ ଏହି ୨ଟି ଶବ୍ଦ

ମାନବ ଜୀବନ ଭଗବାନଙ୍କ ବରଦାନ ହୋଇଥାଏ । ତାଙ୍କ କୃପାରୁ ମଣିଷ ଜୀବନରେ ଅନେକ ଉତ୍ଥାପନ ପତନ ହୋଇଥାଏ । ଭଗବାନଙ୍କ ଜରିଆରେ କିଛି ସଂକେତ ମିଳିଥାଏଆ ଯାହା ଦ୍ଵାରା କିଛି ଶୁଭ ଓ ଅଶୁଭ ହେବାର ସଙ୍କେତ ହୋଇଥାଏ । ଯଦି ସଚ୍ଚା ମନରେ କାମ କରାଯାଏ ତେବେ ନିଶ୍ଚିନ୍ତ ଭାବେ ସେଥିରେ ସଫଳ ମିଳିଥାଏ ।…

ମହମବତୀ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମହମବତୀ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ୧୩ ଦମକଳ ଗାଡ଼ି ନିୟୋଜିତ । ଘଟଣା ଘଟିଛି ପଶ୍ଚିମବଙ୍ଗର ହାୱଡା ସ୍ଥିତ ଚାମରାଇଲର ଲିଲୁଆରେ । ଭୋର ସମୟରେ ହଠାତ୍ କୌଣସି କାରଣରୁ କାରଖାନାରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପକ ଭାବେ…

କଟକର ୧୮ ଲକ୍ଷ ଓ ଖୋର୍ଦ୍ଧାର ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। କଟକର ୧୮ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ…

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି : ବିଜେପିର ହଲ୍ଲାବୋଲ ଆନ୍ଦୋଳନ

ମମିତା ହତ୍ୟା ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି। ଦଳୀୟ ଅଫିସରୁ ବିଧାନସଭା ଯାଏ ରାଲି କଲେ ହଜାର ହଜାର କର୍ମୀ। ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ରାଲିରେ ଯାଇ ଧାରଣାରେ ବସିଲେ ବିଜେପି କର୍ମୀ। ଏହାପରେ ପୋଲିସ୍‌ ବ୍ୟାରିକେଡ ଭାଙ୍ଗି ବିଧାନସଭାକୁ ଅଗ୍ରସର ହେବାକୁ ଉଦ୍ୟମ କରିଥିଲେ…

ହାଇସ୍କୁଲରେ ପଶିଲା କରୋନା, ୨ ନବମ ଶ୍ରେଣୀ ଛାତ୍ର ପଜିଟିଭ୍ ଚିହ୍ନଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ପଶିଲା କରୋନା । ନବମ ଶ୍ରେଣୀର ଦୁଇ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍କୁଲରେ ବିଏମ୍‌ସି ପକ୍ଷରୁ ଟେଷ୍ଟିଂ କ୍ୟାମ୍ପ କରାଯାଇଥିଲା । ମୋଟ୍ ୩୭୨ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେଥିରୁ ୨ ଜଣ ଛାତ୍ର ପଜିଟିଭ୍…

ପେଟ ଜନିତ ସମସ୍ୟା ଥିଲେ ରସୁଣ ଖାଇବା ଲାଭଦାୟକ

ବର୍ତ୍ତମାନର ଜୀବନଶୈଳୀ ହେତୁ ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ବହୁ ଲୋକଙ୍କର ପାଚନ ଜନିତ ସମସ୍ୟା ଲାଗି ରହିଥାଏ। ଏହି କାରଣରୁ ପେଟରେ ଯନ୍ତ୍ରଣା, ବଦହଜମି ଭଳି ବିଭିନ୍ନ ସମସ୍ୟା ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ଆପଣ କେତେକ ଘରୋଇ ଉପାୟ ଆପଣେଇ ପାରିବେ। ଜାଣନ୍ତୁ ସେହି ଉପାୟ…

ଏହି ଦିନ ସୂର୍ଯ୍ୟ ଦେବତା କରୁଛନ୍ତି ରାଶି ପରିବର୍ତ୍ତନ, ଏହି ୪ ରାଶିର ଲୋକ ରୁହନ୍ତୁ ସାବଧାନ

୨୦୨୧ ମସିହା ଡିସେମ୍ବର ୧୬ ତାରିଖ ସକାଳ ୩ଟା ବାଜି ୨୮ ମିନିଟରେ ସୂର୍ଯ୍ୟ ଦେବତା ବୃଷ ରାଶିରୁ ବାହାରି ଧନୁ ରାଶିକୁ ଗୋଚର କରିବେ । ଏହି ରାଶିରେ ସୂର୍ଯ୍ୟ ଦେବତା ଜାନୁଆରୀ ୧୪, ୨୦୨୨, ଦ୍ୱିପ୍ରହର ୨ଟା ବାଜି ୨୮ ମିନିଟ ପର୍ଯ୍ୟନ୍ତ ରହିବେ । ଧନୁ ରାଶିରେ ସୂର୍ଯ୍ୟଙ୍କ ଗମନ ହେତୁ…

ଭିମସାରରେ ଡେଲଟା ଭାରିଆଣ୍ଟ ଚିହ୍ନଟ, ସୂଚନା ଦେଲେ ଡିନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବୁର୍ଲା ଭିମସାରରେ ପ୍ରବେଶ କରିଛି ଡେଲଟା ଭାରିଆଣ୍ଟ । ଆସିଲା ଜେନମ ସିକ୍ବେନ୍ସିଂ ରିପୋର୍ଟ। ୨ଜଣଙ୍କର ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଲେ ଭୀମସାର ଡିନ୍ ଜୟଶ୍ରୀ ଦୋରା । ପୂର୍ବରୁ ୫୬ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।…

ଥାଇରଏଡ୍ ଯୋଗୁଁ ପୁରୁଷଙ୍କ ମଧ୍ୟରେ ଦେଖାଦେଇଥାଏ ଗମ୍ଭୀର ସମସ୍ୟା: କରନ୍ତୁନି ଏହିସବୁ କାମ

ଆଜିକାଲି ଅଧିକାଂଶ ଲୋକଙ୍କ ମଧ୍ୟରେ ଥାଇରଏଡ ସମସ୍ୟା ଦେଖିବାକୁ ମିଳୁଛି। ଏହାର ଅନେକ ଲକ୍ଷଣ ଅଛି ଯାହା ପୁରୁଷ ଓ ମହିଳାଙ୍କ ମଧ୍ୟରେ ପରିଲକ୍ଷିତ ହୁଏ। ତେବେ କିଛି ଲକ୍ଷଣ କେବଳ ପୁରୁଷଙ୍କ ମଧ୍ୟରେ ନଜର ଆସିଥାଏ। ହାଇପୋଥାଇରଏଡିଜିମ୍ ପୁରୁଷମାନଙ୍କଠାରେ କମ୍ ଟେଷ୍ଟୋଷ୍ଟେରନ୍ ହର୍ମୋନ, ଦୁର୍ବଳ…