Browsing Tag

odisha highcourt

ବଡ଼ଖବର: ରଥଯାତ୍ରା ମାମଲାରେ ହସ୍ତକ୍ଷେପ କରିବେନି ହାଇକୋର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଥଯାତ୍ରା ପ୍ରସଙ୍ଗରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। ଏଥିସହିତ ସବୁ ମାମଲାର ଅନ୍ତ ଘଟାଇଛନ୍ତି। ସୂଚନାଯୋଗ୍ୟ, ପୁରୀ ଛଡ଼ା ଅନ୍ୟ ସ୍ଥାନରେ ରଥଯାତ୍ରା ହେବନି ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି…